ଓଡ଼ିଶା: ଆଜିର ଫଟୋ ( ୧୩ ମେ, ୨୦୨୪ )

ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ: କଟକ ସିଡିଏ ଡିଏଭି ପବ୍ଲିକ ସ୍କୁଲରେ କୃତି ଛାତ୍ରୀଛାତ୍ରଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଉଛନ୍ତି ଅଧ୍ୟକ୍ଷା ନମିତା ମହାନ୍ତି

 

 

କଟକ କଚେରୀ ରାସ୍ତା ପାର୍ଶ୍ୱରେ ଥିବା ଟାଟା ମ୍ୟାଜିକ ଭ୍ୟାନରେ ଅଗ୍ନିକାଣ୍ଡ

 

 

 

ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ: ଭୁବନେଶ୍ୱରରେ ଛାତ୍ରୀଛାତ୍ର ମାନେ ଖୁସି ମନାଉଛନ୍ତି

 

 

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨୭ତମ ଜାତୀୟ ସିନିଅର ଫେଡେରେସନ୍ ଆଥଲେଟିକ୍ସ ଚାମ୍ପିଅନସିପ୍