ଓଡ଼ିଶା: ଆଜିର ଫଟୋ ( ୧୪ ସେପ୍ଟେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ

 

 

 

ଆଗକୁ ବିଶ୍ୱକର୍ମା ପୂଜା ୟୁନିଟ-୯ରେ ଜଣେ ଶିଳ୍ପୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦଉଛନ୍ତି

 

 

 

ଆଇଏସ୍ଏଲ୍: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ଓଡିଶା ଏଫ୍‌ସିକୁ ୩-୨ ରେ ପରାସ୍ତ କରିଛି ଚେନ୍ନାଇନ୍‌