ଓଡ଼ିଶା: ଆଜିର ଫଟୋ ( ୧୮ ଅଗଷ୍ଟ, ୨୦୨୪ )

ପୁରୀ ଜିଲ୍ଲା ପିପିଲି ବାଇ ପାସରେ ଏକ ବିଲରେ ମହିଳାମାନେ ଧାନ ରୋଉଛନ୍ତି

 

 

 

ଭୁବନେଶ୍ୱର ସୂଚନା ଭବନରେ ମନୋମାନିନୀ ପକ୍ଷରୁ ୩୩ ଟ୍ୟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗୀତାରେ ପ୍ରତିଯୋଗୀମାନେ ପେଣ୍ଟିଙ୍ଗ କରୁଛନ୍ତି

 

 

 

କଟକ ବକ୍ସି ବଜ଼ାର ଛକ ଠାରେ ବକ୍ସି ଜଗବନ୍ଧୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଉଛି, ଆସନ୍ତା ଅଗଷ୍ଟ ୩୧ରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି