ଓଡ଼ିଶା: ଆଜିର ଫଟୋ ( ୧୮ ଅକ୍ଟୋବର, ୨୦୨୪ )

ପବିତ୍ର କାର୍ତ୍ତିକ ମାସ ଆରମ୍ଭରେ ପୁରୁଣା ଭୁବନେଶ୍ୱରର ଏକ ଧର୍ମଶାଳାରେ ହବିଷ୍ୟାଳିମାନେ ମା’ ବୃନ୍ଦବତୀଙ୍କୁ ପୂଜା କରୁଛନ୍ତି

କଟକ ବାରବାଟୀ ଷ୍ଟାଡିଅମରେ ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ଅନୁଷ୍ଠିତ ରଣଜୀ କ୍ରିକେଟ ମ୍ୟାଚର ପ୍ରଥମ ଦିନ

କଟକ ସ୍ଥିତ SCB Medical College & Hospital ପରିଦର୍ଶନରେ ଆସିଥିବା ଆଡ଼ଭୋକେଟ କମିଟି

କଟକ ସତୀଚଉରା ଶ୍ମଶାନ ପରିସରରେ ଥିବା ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ପଟ୍ଟନାୟକଙ୍କ ସମାଧିସ୍ଥଳରେ ଶ୍ରାଦ୍ଧ ବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ

    କଟକ ଖାନନଗର ସ୍ଥିତ ନେତାଜୀ ବସ ଟର୍ମିନାଲ ନିକଟରେ ଦଶହରା ପାଇଁ ନିର୍ମିତ ତୋରଣ ଭୁଶୁଡି ଯିବା ଯୋଗୁଁ ଅନେକ ଗାଡ଼ି କ୍ଷତିଗ୍ରସ୍ତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୭ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ନୟାପଲ୍ଲୀ ଲକ୍ଷ୍ମୀ ପୂଜା ସମିତି ଭୁବନେଶ୍ୱର ଲକ୍ଷ୍ମୀ ପୂଜା

ଓଡ଼ିଶା: ଆଜିର ଫଟୋ ( ୧୬ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱରର ବିଭିର୍ନ ସ୍ଥାନରେ ଲକ୍ଷ୍ମୀଙ୍କ ପୂଜା     ଭୁବନେଶ୍ୱର ଭଞ୍ଜକଳାମଣ୍ଡପରେ ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟ ପକ୍ଷରୁ କଳାକୁଞ୍ଜ ଫେଷ୍ଟିଭାଲ     କଟକର ବିଭିର୍ନ...

ଓଡ଼ିଶା: ଆଜିର ଫଟୋ ( ୧୫ ଅକ୍ଟୋବର, ୨୦୨୪ )

କଟକ କୁମ୍ଭାରସାହି ଅଞ୍ଚଳରେ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ସଜ୍ଜିତ କରୁଛନ୍ତି ଶିଳ୍ପୀ ଦଶହରା ପରେ କଟକ ସହରରେ ଖାଁ ଖାଁ ଅନୁଭୂତ କଟକ ସହରସ୍ଥିତ ପୁରୀଘାଟ ଦେବୀଗଡା ରିଂବନ୍ଧ...

ଓଡ଼ିଶା: ଆଜିର ଫଟୋ ( ୧୪ ଅକ୍ଟୋବର, ୨୦୨୪ )

କୁଆଖାଇ ନଦୀ ଅସ୍ଥାୟୀ ପୋଖରୀରେ ଭକ୍ତମାନେ ମା ଦୁର୍ଗାଙ୍କୁ ଵିସର୍ଜନ କରିବାପାଇଁ ନେଉଛନ୍ତି ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀତଟକୁ ଵିସର୍ଜନ ପାଇଁ ବାହାରିଥିବା ଶୋଭାଯାତ୍ରା

ଓଡ଼ିଶା: ଆଜିର ଫଟୋ (୧୩ ଅକ୍ଟୋବର, ୨୦୨୪)

ପବିତ୍ର ବିଜୟା ଦଶମୀ ଅବସରରେ ଭବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼       ପୁରୀ ଦୁର୍ଗା ବାରି ପରିସରରେ ମହିଳାମାନେ ସିନ୍ଦୁର ବିଦାଇ...

ଓଡ଼ିଶା: ଆଜିର ଫଟୋ (୧୨ ଅକ୍ଟୋବର, ୨୦୨୪)

  ଦୁର୍ଗାପୂଜା ଅବସରରେ ଭବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାନବମୀ ପୂଜା ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କୁ ଭିଡ଼ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସହରରେ ବିଭିନ୍ନ...

ଓଡ଼ିଶା: ଆଜିର ଫଟୋ ( ୧୦ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱରରେ ମା ଦୁର୍ଗାଙ୍କର ସପ୍ତମୀ ପୂଜା ଆଡମ୍ବରରେ ଚାଲିଛି

ଓଡ଼ିଶା: ଆଜିର ଫଟୋ ( ୯ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱରର ବିଭିର୍ନ ଜାଗାରେ ଦୁର୍ଗା ପୂଜା ପେଣ୍ଡାଲ     ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ‘କୁଆଁର ପୁନେଇଁ’    ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri