ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୬ , ୨୦୨୦)

ଭୁବନେଶ୍ୱରସ୍ଥିତ  ବିନ୍ଦୁସାଗରରେ ଛୋଟ ପିଲାମାନେ ଗାଧୋଉଛନ୍ତି

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାଠାରେ ମହିଳା ଶ୍ରମିକମାନେ  ଧାନ ବିଲରେ ଧାନ ତଳି ଲଗାଉଛନ୍ତି।

ଶ୍ରାବଣ ମାସର ସଂକ୍ରାନ୍ତିରେ ଜଣେ ସାଧୁ ଲିଙ୍ଗରାଜ ମନ୍ଦିର ନିକଟରେ ବସିଛନ୍ତି

କଟକ ନରାଜ ଆନିକଟଠାରେ ନୀଳ ଆକାଶରେ ଶୋଭା ପାଉଛି ବର୍ଷାର ବାଦଲ

କଟକ କୁମ୍ଭାରସାହିଠାରେ ଜଣେ ଶିଳ୍ପୀ ଖୁଦୁରୁକୁଣି ମୂର୍ତ୍ତି ନିର୍ମାଣ କରୁଛନ୍ତି।