ଓଡ଼ିଶା: ଆଜିର ଫଟୋ ( ୨୧ ଅଗଷ୍ଟ, ୨୦୨୪ )

ଭୁବନେଶ୍ୱର ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମକୁ ଭାରତୀୟ ପୁରୁଷ ହକି ଦଳକୁ ଗ୍ରାଣ୍ଡ ସ୍ୱାଗତ ଏବଂ ରୋଡ୍ ସୋ

 

 

 

କଟକ ବଡ ମେଡିକାଲରେ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଦ୍ୱାରା ପରିବେଷିତ ପଥପ୍ରାନ୍ତ ନାଟକ, ‘ଦାୟୀ କିଏ’

 

 

୧୨ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ: ଯାତ୍ରୀ ମାନେ ମାଷ୍ଟ୍ରର କ୍ୟାଣ୍ଟିନ ବସଷ୍ଟାଣ୍ଡରେ ହନ୍ତସନ୍ତ