ଓଡ଼ିଶା: ଆଜିର ଫଟୋ ( ୨୧ ମେ, ୨୦୨୪)

କଟକ ଯୋବ୍ରା ଆନିକଟ ରୋଡରେ ଲିଚୁ ବ୍ୟବସାୟୀ ଫଳ ଗୁଡିକୁ ସତେଜ ରଖିବା ପାଇଁ ଜଳ ସିଞ୍ଚନ କରୁଛନ୍ତି

 

 

କଟକ ବାଲିଯାତ୍ରା ତଳ ପଡିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର ପାଇଁ ସଭା ସ୍ଥଳର ପ୍ରସ୍ତୁତି ଚାଲିଛି