ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୨, ୨୦୨୧ )

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ପ୍ୟାରେଡ୍ ରିହର୍ସାଲ୍

କଟନଫ୍ୟାବ୍‍-୨୦୨୦: ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଗ୍ରାହକମାନେ ବିଭିନ୍ନ ବସ୍ତ୍ର ସାମଗ୍ରୀ ଦେଖୁଛନ୍ତି

ରାଜ୍ୟ ପରିବହନ ନିଗମ ଦ୍ୱାରା ଭୁବନେଶ୍ୱର ଏଜି ଛକରେ ସଡକ ସୁରକ୍ଷା ସଚେତନତା ସାଇକ୍ଲୋଥନ୍

ଅଗ୍ନି ନିର୍ବାପକ ବିଭାଗ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନରେ ଏକ ମକ୍ ଡ୍ରିଲ୍ ଆୟୋଜନ