ଓଡ଼ିଶା: ଆଜିର ଫଟୋ ( ୨୩ ଜୁଲାଇ, ୨୦୨୪ )

ରାଜଧାନୀରେ ଲଘୁଚାପ ଜନିତ ବର୍ଷା

 

 

କଟକ କଲେଜ ଛକ ଷ୍ଟେସନ ରୋଡ ଅଂଚଳରେ ଲଗାଣ ବର୍ଷା ଫଳରେ ରାସ୍ତା ଘାଟ ବିପର୍ଯ୍ୟସ୍ଥ

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ ମହୋତ୍ସବରେ ରାଉରକେଲା ସମ୍ପର୍କର କଳାକାରମାନଙ୍କ ଦ୍ୱାରା ନାଟକ ପରିବେଷଣ