ଓଡ଼ିଶା: ଆଜିର ଫଟୋ ( ୨୪ ଅଗଷ୍ଟ, ୨୦୨୪ )

କଟକ ବଜ୍ରକବାଟି କେନାଲ ରୋଡସ୍ଥିତ ଏକ ଦୋକାନରେ ଜନ୍ମାଷ୍ଟମୀ ଉପଲକ୍ଷେ ଜଣେ ବ୍ୟବସାୟୀ କୃଷ୍ଣଙ୍କ ପ୍ରତିମାଙ୍କୁ ବିକ୍ରୟ ପାଇଁ ରଖୁଛନ୍ତି

 

 

 

ଭୁବନେଶ୍ୱର ମାଷ୍ଟ୍ରର କ୍ୟାଣ୍ଟିନ ଛକରେ ସିଟୀଜେନ ଫୋରମ ପକ୍ଷରୁ ୩ ଦଫା ଦାବିରେ କ୍ୟାଣ୍ଡେଲ ଜାଳି ଧାରଣା ପ୍ରଦର୍ଶନ