ଓଡ଼ିଶା: ଆଜିର ଫଟୋ (୨୪ ଅକ୍ଟୋବର, ୨୦୨୪ )

ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା

 

ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରର ରାସ୍ତାଘାଟ ଜନଶୂନ୍ୟ

 

ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବାତ୍ୟା ‘ଦାନା’ ପାଇଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲାର ଜିଲାପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ

 

ବାତ୍ୟା ‘ଦାନା’ ପାଇଁ ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନରେ ରେଡକ୍ରସ ପକ୍ଷରୁ ରିଲିଫ ସାମଗ୍ରୀ ପ୍ରସ୍ତୁତ କରାଯାଉଛି

 

 

ବାତ୍ୟା ‘ଦାନା’ ପାଇଁ ଭୁବନେଶ୍ୱରସ୍ଥିତ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକୁ ବୁଲି ଦେଖୁଛନ୍ତି ବିଧାୟକ ବାବୁ ସିଂ

 

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ କଟକ ଖାନନଗରସ୍ଥିତ ନେତାଜୀ ବସ ଟର୍ମିନାଲ ଖାଁ ଖାଁ ଅନୁଭୂତ

 

କଟକ ରେଳଷ୍ଟେସନ ଖାଁ ଖାଁ ଅନୁଭୂତ

 

ବାତ୍ୟା ‘ଦାନା’ ପାଇଁ କଟକ ସହରର ବିଭିନ୍ନ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି

 

ବାତ୍ୟା ‘ଦାନା’ ପାଇଁ କଟକ ଶେଲଟର ଛକସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ଆଶ୍ରୟ ନେଇଛନ୍ତି ଲୋକମାନେ

 

କଟକ ତୁଳସୀପୁରସ୍ଥିତ ଗୋରାକବର ହାଇସ୍କୁଲ ପରିସରରେ ସାମୟିକ ଆଶ୍ରୟ ନେଇଥିବା ବସ୍ତି ଅଞ୍ଚଳର ଲୋକଙ୍କ ରନ୍ଧାଖାଦ୍ୟ ବଣ୍ଟନ ହୋଇଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୩ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ସହିଦ ନଗରରେ ଲକ୍ଷ୍ମୀପୂଜା ଭସାଣି ଉତ୍ସବ     ବାତ୍ୟା ଦାନା ପାଇଁ କଟକ ଛତ୍ର ବଜାର ପରିବା ହାଟରେ ଲୋକଙ୍କ ଗହଳି  ...

ଓଡ଼ିଶା: ଆଜିର ଫଟୋ ( ୨୨ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର କୋଚିଲେଇ ହାଟରେ ବାତ୍ୟା ‘ଦାନା’ ପାଇଁ ପରିବା ଓ ଗ୍ରୋସରୀ ଦୋକାନରେ ଗହଳି       କଟକ ବକ୍ସି ବଜାର ସ୍ଥିତ କେନ୍ଦ୍ରୀୟ...

ଓଡ଼ିଶା: ଆଜିର ଫଟୋ ( ୨୦ ଅକ୍ଟୋବର, ୨୦୨୪ )

ଭାରତ ସ୍କାଉଟ ଏବଂ ଗାଇଡରେ ଜୁହାର

ଓଡ଼ିଶା: ଆଜିର ଫଟୋ ( ୧୯ ଅକ୍ଟୋବର, ୨୦୨୪ )

କଟକ ବାରବାଟୀ ଷ୍ଟାଡିଅମରେ ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ଅନୁଷ୍ଠିତ ରଣଜୀ କ୍ରିକେଟ ମ୍ୟାଚର ଦ୍ୱିତୀୟ ଦିନ     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ...

ଓଡ଼ିଶା: ଆଜିର ଫଟୋ ( ୧୮ ଅକ୍ଟୋବର, ୨୦୨୪ )

ପବିତ୍ର କାର୍ତ୍ତିକ ମାସ ଆରମ୍ଭରେ ପୁରୁଣା ଭୁବନେଶ୍ୱରର ଏକ ଧର୍ମଶାଳାରେ ହବିଷ୍ୟାଳିମାନେ ମା’ ବୃନ୍ଦବତୀଙ୍କୁ ପୂଜା କରୁଛନ୍ତି କଟକ ବାରବାଟୀ ଷ୍ଟାଡିଅମରେ ଓଡ଼ିଶା ଓ ଜମ୍ମୁ...

ଓଡ଼ିଶା: ଆଜିର ଫଟୋ ( ୧୭ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ନୟାପଲ୍ଲୀ ଲକ୍ଷ୍ମୀ ପୂଜା ସମିତି ଭୁବନେଶ୍ୱର ଲକ୍ଷ୍ମୀ ପୂଜା

ଓଡ଼ିଶା: ଆଜିର ଫଟୋ ( ୧୬ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱରର ବିଭିର୍ନ ସ୍ଥାନରେ ଲକ୍ଷ୍ମୀଙ୍କ ପୂଜା     ଭୁବନେଶ୍ୱର ଭଞ୍ଜକଳାମଣ୍ଡପରେ ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟ ପକ୍ଷରୁ କଳାକୁଞ୍ଜ ଫେଷ୍ଟିଭାଲ     କଟକର ବିଭିର୍ନ...

ଓଡ଼ିଶା: ଆଜିର ଫଟୋ ( ୧୫ ଅକ୍ଟୋବର, ୨୦୨୪ )

କଟକ କୁମ୍ଭାରସାହି ଅଞ୍ଚଳରେ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ସଜ୍ଜିତ କରୁଛନ୍ତି ଶିଳ୍ପୀ ଦଶହରା ପରେ କଟକ ସହରରେ ଖାଁ ଖାଁ ଅନୁଭୂତ କଟକ ସହରସ୍ଥିତ ପୁରୀଘାଟ ଦେବୀଗଡା ରିଂବନ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri