ଓଡ଼ିଶା: ଆଜିର ଫଟୋ (୨୫ ଅକ୍ଟୋବର, ୨୦୨୪ )

କଟକ ଶେଖବଜାର ପୂଜାମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ପ୍ରତିମା ଗଢ଼ିବାରେ ନିମଗ୍ନ ଶିଳ୍ପୀ

ବାତ୍ୟା ପରେ କଟକ ସହରର ବିଭିନ୍ନ ରାସ୍ତାଘାଟ ଶୂନଶାନ

 

 

ଟ୍ରେନକୁ ଅପେକ୍ଷା କରି ଭୁବନେଶ୍ୱର ରେଳଷ୍ଟେସନରେ ବସି ରହିଛନ୍ତି ଯାତ୍ରୀ

 

ଭୁବନେଶ୍ୱରରେ ଝିପିଝିପି ବର୍ଷା ଅନୁଭୂତ