ଓଡ଼ିଶା: ଆଜିର ଫଟୋ ( ୨୭ ଜୁଲାଇ, ୨୦୨୪ )

ରାଜଧାନୀରେ ବର୍ଷା

 

 

 

ଭୁବନେଶ୍ୱର ରାଜମହଲ ଛକରେ ଟ୍ରାଫିକ ଜାମ୍

 

 

 

ଭୁବନେଶ୍ୱର ଝାରପଡା ଜଗନ୍ନାଥ ନଗର ରୋଡ ନମ୍ବର ୧ ରେ ରାସ୍ତାର ଅବସ୍ଥା ଶୋଚନୀୟ

 

 

 

ଭୁବନେଶ୍ୱର କମିସନରେଟ କାର୍ଯ୍ୟାଳୟ ରାସ୍ତାରେ କାଉଡିଆ ମାନେ ହାଲିଆହୋଇ ରାସ୍ତା ପାର୍ଶ୍ୱରେ ସୋଇଛନ୍ତି