ଓଡ଼ିଶା: ଆଜିର ଫଟୋ ( ୨୭ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଆରାଧନା ପକ୍ଷରୁ ପେଣ୍ଟିଙ୍ଗ ପ୍ରତିଯୋଗିତାରେ ପିଲାମାନେ ପେଣ୍ଟିଙ୍ଗ କରୁଛନ୍ତି

 

 

ଲୋହିଆ ଏକାଡ଼େମୀରେ ଫୁଲ ଉପରେ ପ୍ରଜାପତି ବସିଛି

 

 

 

ୟୁଥ ଫର ସେବା ପକ୍ଷରୁ ଭୁବନେଶ୍ୱର ୟୁନିଟ ୬ ଠାରେ ‘ପେଣ୍ଟ ଏ ଦିଆ’ କାର୍ଯ୍ୟକ୍ରମ

 

 

 

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ୧୮ତମ ଗୁରୁ ଦେବପ୍ରସାଦ ସମ୍ମାନ ଉତ୍ସବରେ ଆୟୋଜିତ ନୃତ୍ୟ