ଓଡ଼ିଶା: ଆଜିର ଫଟୋ ( ୨୮ ସେପ୍ଟେମ୍ବର, ୨୦୨୪ )

ସୂଚନା ଭବନରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ବାର୍ଷିକ ସମ୍ମିଳନୀ

 

ଦୈନିକ ଓଡ଼ିଆ ଖବରକାଗଜ ଧରିତ୍ରୀର ୫୦ ବର୍ଷ ଅବସରରେ ଖୋର୍ଦ୍ଧା ଜିଲା ଟାଉନହଲ ଜୟୀ ରାଜଗୁରୁ ଭବନ ପରିସରରେ ଆୟୋଜିତ ହୋଇଯାଇଛି ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ସମ୍ପର୍କିତ ଆଲୋଚନା ଚକ୍ର ।

 

 

କଟକର ବିଭିର୍ନ ସ୍ଥାନରେ ମାଙ୍କ ବିଭିର୍ନ ରୂପ