ଓଡ଼ିଶା: ଆଜିର ଫଟୋ ( ୨୯ ମାର୍ଚ୍ଚ, ୨୦୨୫ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପାଦମୃତ ନୃତ୍ୟ ଏକାଡେ଼ମୀର ଆୟୋଜିତ ଓଡିଶୀ ନୃତ୍ୟ

 

 

ରାଜଧାନୀରେ ପ୍ରବଳ ଖରା

 

 

ଜାତୀୟ ପାରା ଫେନ୍ସିଂ ଚାମ୍ପିଅନସିପ୍ ୨୦୨୫ ଭୁବନେଶ୍ୱରର ନିଲାଦ୍ରି ବିହାରର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଉଦଘାଟିତ ହୋଇଛି