ଓଡ଼ିଶା: ଆଜିର ଫଟୋ ( ୨୯ ମେ, ୨୦୨୪ )

କଟକ କ୍ୟାଣ୍ଟନମେଣ୍ଟ ରୋଡ ପାର୍ଶ୍ୱରେ ପ୍ଲାଷ୍ଟିକ ଦୌଡ଼ିରେ ନିର୍ମିତ ଦୋଳି ବିକ୍ରୟ ପାଇଁ ଗ୍ରାହକଙ୍କ ଅପେକ୍ଷାରେ ବୁଲା ବ୍ୟବସାୟୀ

 

 

ରଥର ଅଖ ଚକ ସଂଯୋଗ ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ପୂଜାପଣ୍ଡା ସାମନ୍ତ ରଥଖଳାକୁ ନେଉଛନ୍ତି