ଓଡ଼ିଶା: ଆଜିର ଫଟୋ ( ୨ ଅକ୍ଟୋବର, ୨୦୨୪ )

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ବୃନ୍ଦାବନ ନାଟ୍ୟ ସଂସଦ ପକ୍ଷରୁ ପରିବେଷିତ ନାଟକ, ‘ସ୍ୱର୍ଗ ୦ କି. ମି.’

 

 

କଟକ ସ୍ୱରାଜ ଆଶ୍ରମରେ ଗାନ୍ଧୀ ଜୟନ୍ତୀ ଅବସରରେ ଉପ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ କେନ୍ଦ୍ରାଞ୍ଚଳ କଟକ ପକ୍ଷରୁ ଅନୁଷ୍ଠିତ ଅରଟ ପ୍ରଦର୍ଶନୀ

 

 

କଟକର ବିଭିର୍ନ ସ୍ଥାନରେ ମାଙ୍କ ବିଭିର୍ନ ରୂପ