ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨, ୨୦୨୦)

ରାଜ୍ୟ ସରକାର ଙ୍କ ଅନୁମତି କ୍ରମେ ରାଜଧାନୀ ଭୁବନେଶ୍ୱର ରେ ମହଲ ଗୁଡିକ ଖୋଲିଗଲାପରେ ଲୋକ

ମାନେ କିଣା କିଣି କରୁଛନ୍ତି

ରକ୍ଷା ବନ୍ଧନ ପାଇଁ ଭୁବନେଶ୍ୱର ର ଏକ ରାକ୍ଷୀ ଷ୍ଟଲରୁ ମହିଳା ମାନେ ରାକ୍ଷୀ କିଣୁଛନ୍ତି

ରାଜଧାନୀ ଭୁବନେଶ୍ୱର ମାର୍କେଟ ର ଦୃଶ୍ୟ