ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୨୪,  ୨୦୨୩ )

ରାଜଧାନୀ ଆକାଶରେ ଉଡ଼ାଜାହାଜ ଆକାଶମାର୍ଗରେ ଯାଉଥିବାର ଦୃଶ୍ୟ

 

ମା ବୁଢ଼ୀ ଠାକୁରାଣୀ ଯାତ୍ରା ୨୧ ଦିନରେ ମାନସିକ ଧାରିଙ୍କ ବିଭିନ୍ନ ପ୍ରକାର ବେଶ ମଧ୍ୟରେ ବର୍ଷର ମାମୁଁ, ବର୍ଷର ଭଣଜା  ଏହି ଶିଶୁ ଦୁହିଁଙ୍କର ବାଘ ନାଚ ବେଶ ମୁଖ୍ୟ ଆକର୍ଷଣ ଥିଲା