ଓଡ଼ିଶା: ଆଜିର ଫଟୋ (୫ ଜୁନ, ୨୦୨୪)

ସାବିତ୍ରୀ ବ୍ରତ ଉପଲକ୍ଷେ ଭୁବନେଶ୍ୱର ୟୁନିଟ-୧ ହାଟରେ ଫଳ କିଣିବା ପାଇଁ ଲୋକଙ୍କ ଭିଡ

 

 

କଟକ ଚୌଧୁରୀ ବଜ଼ାର ଅଂଚଳରେ ଥିବା ଫଳ ଦୋକାନରେ ସାବିତ୍ରୀ ବ୍ରତ ପାଇଁ ଲୋକମାନେ ଫଳ କିଣୁଛନ୍ତି

 

ସାବିତ୍ରୀ ବ୍ରତ ଉପଲକ୍ଷେ ଭୁବନେଶ୍ୱର ୟୁନିଟ-୧ ରାସ୍ତାରେ ଭିଡ