ଓଡ଼ିଶା: ଆଜିର ଫଟୋ ( ୫ ଅକ୍ଟୋବର, ୨୦୨୪ )

କଟକ ଶେଖ ବଜ଼ାର ପୂଜା ମଣ୍ଡପରେ ମେଢରେ ଚାନ୍ଦି ଅଳଙ୍କାର ଗୁଡିକ ଖଚିତ କରୁଥିବା କାରିଗର

 

 

 

କଟକର ବିଭିର୍ନ ସ୍ଥାନରେ ମାଙ୍କ ବିଭିର୍ନ ରୂପ

 

 

 

କଳା ବିକାଶ କେନ୍ଦ୍ର ଅଡିଟୋରିୟମରେ ଶ୍ରଦ୍ଧାଞ୍ଜଳି କ୍ଲବ ପକ୍ଷରୁ ମଞ୍ଚସ୍ଥ ନାଟକ, ‘ବାଜି ରାଉତ’