ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୬, ୨୦୨୩ )

କଟକ ବାଲିଯାତ୍ରା ସରିବା ପରେ ବର୍ଷା ସତ୍ୱେ ଗୃହ ଆସବାବ ପତ୍ର କିଣିବା ପାଇଁ ବାଲିଯାତ୍ରା ତଳ ପଡିଆରେ ଲୋକଙ୍କ ଗହଳି

 

 

ବାତ୍ୟା ପ୍ରଭାବରେ ଭୁବନେଶ୍ୱରରେ ବର୍ଷା

 

 

ପୁରୀ ପୋଲିସ ଲାଇନ ପଡିଆ ଠାରେ ହୋମ ଗାର୍ଡ ଦିବସ ପାଳିତ

 

 

ଭୁବନେଶ୍ୱର ଓଡିଶା ଅଗ୍ନି ଏବଂ ବିପର୍ଯ୍ୟୟ ମୁକାବିଲା ଏକାଡେମୀରେ, ବାର୍ଷିକ ନାଗରିକ ପ୍ରତିରକ୍ଷା ଦିବସ ପାଳନ