ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୫, ୨୦୨୩ )

ବାରବାଟୀ ଦୁର୍ଗର ସୌନ୍ଦର୍ଯ୍ୟକରଣ ପାଇଁ ଡିସେମ୍ବର ୨୦, ୨୧ ପରୀକ୍ଷ ମଧ୍ୟରେ ଥିବା ଦଳସଫା କରାଯାଇଥିଲା ପୁନଶ୍ଚ ଦଳ ପୂର୍ଣ୍ଣ ହୋଇଗଲାଣି

ନେତାଜୀ ବସ ଟର୍ମିନାଲରେ ବସ ଚଳାଚଳ ପରେ ବାଦାମବାଡ଼ି ବସଷ୍ଟାଣ୍ଡ ପିଲାଙ୍କ କ୍ରୀଡାସ୍ଥଳ ପାଲଟିଛି

ରାଣୀହାଟ ପୂଜା ମଣ୍ଡପରେ ମୁର୍ମୟୀ ପ୍ରତିମାଙ୍କ ମୁଖ ଗଢିବାରେ ନିମଗ୍ନ ଶିଳ୍ପୀ