ଓଡ଼ିଶା: ଆଜିର ଫଟୋ ( ୭ ଅଗଷ୍ଟ, ୨୦୨୪ )

ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ୧୦ମ ଜାତୀୟ ହସ୍ତତନ୍ତ ଦିବସ ପାଳିତ


ପାରମ୍ପରିକ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତର ପରମ୍ପରା ସମ୍ପର୍କିତ ଅଲାଚନା ଚକ୍ର ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠିତ

 

କଟକ ଓଏମପି ଛକ ନିକଟସ୍ଥ ରାସ୍ତାର ଦୂରାବସ୍ଥା ଏବଂ ଏହାର ମରାମତି ଦାବି ନେଇ ସିପିଆଇ(ଏମ) ପକ୍ଷରୁ ବିକ୍ଷୋଭ

କଟକ ପାଲାମଣ୍ଡପସ୍ଥିତ ମା’ ତାରିଣୀ ମନ୍ଦିର ସମ୍ମୁଖ ପାର୍ଶ୍ୱକୁ ଉଚ୍ଛେଦ କରାଯିବାକୁ ପ୍ରତିବାଦ କରି ମା ତାରିଣୀ ପୂଜା କମିଟି ପକ୍ଷରୁ ମନ୍ଦିର ସମ୍ମୁଖରେ ଧାରଣା