ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୪, ୨୦୨୧ )

ସିଆରପି ରେ ଆଦିବାସୀ କଳା ଏବଂ ହସ୍ତଶିଳ୍ପ ସଂଗ୍ରହାଳୟର ଲୋକମାନେ ବୁଲି ଦେଖୁ ଥିବାର ଦୃଶ୍ୟ |

କଟକର ନରାଜ ନିକଟସ୍ଥ ମହାନଦୀରେ ବହୁ ସଂଖ୍ୟାରେ ବତକ ମାନେ ପାଣିରେ ଖେଳୁଛନ୍ତି |

ପିପିଲି ବାଇପାସ୍ ରାସ୍ତା ନିକଟରେ ମେସିନ ଦ୍ୱାରା ଧାନ ଅମଳ କରୁଥିବା ଦୁଇଜଣ କୃଷକ |