ଓଡ଼ିଶା: ଆଜିର ଫଟୋ (୨୮ ଡିସେମ୍ବର , ୨୦୨୩ )

ରବୀନ୍ଦ୍ର ମଣ୍ଡପରେ ଇଣ୍ଟେରନେସନାଲ ଓଡିଶୀ ନୃତ୍ୟ ମହୋତ୍ସବ ରେ ସାଇ ସମ୍ପୃତି କଳା କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ କଳାକାରଙ୍କ ଓଡିଶୀ ନୃତ୍ୟ ପରିବେଷଣ

ଜିମ୍ନାଷ୍ଟିକ୍ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପିତାମାତା ଗୁରୁବାର କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟସ୍ ଡିପି ଇନଫ୍ରଣ୍ଟ ବିରୋଧରେ ବିରୋଧ କରିଛନ୍ତି