ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧, ୨୦୨୧)

ରାମମନ୍ଦିର ସମ୍ମୁଖରେ ପାରାମାନେ ଚାଉଳ ଖାଉଛନ୍ତି

ଲକଡାଉନ କୋହଳ ଯୋଗୁ ବାପୁଜିନଗର ପାଣି ଟାଙ୍କି ରୋଡରେ ପ୍ରବଳ ଗାଡି ଜାମ

ଲକଡାଉନ କୋହଳ ପରେ ମାର୍କେଟ ବିଲଡିଙ୍ଗ ଛୋଟ ଦୋକାନ ରୁ ଲୋକ ମାନେ ସାର୍ଟ କିଣୁଛନ୍ତି

ନବଯୌବନ ଦର୍ଶନ ର ଅବ୍ୟବହିତ ପୂର୍ଵରୁ ଗୌରୀଶଙ୍କର ପାର୍କ ନିକଟରେ ଜଣେ ଶିଳ୍ପୀ ଶ୍ରୀଜିଉ ଙ୍କୁ ରଙ୍ଗ ତୁଳି ରେ ନୂତନ ରୂପରେଖ ଦେଉଛନ୍ତି