ଶିବରାତ୍ରି ପାଇଁ ପୁରୀ ଶ୍ରୀ ଲୋକନାଥ ଙ୍କ ମନ୍ଦିରକୁ ଫୁଲ ରେ ସଜାଯାଇଛି
ଆନ୍ଧ୍ରରୁ ଆସିଥିବା ମହିଳା ଜଣକ ମହାଶିବରାତ୍ରି ପାଇଁ ଅରଖ ଫୁଲ ବିକିବା ପାଇଁ ତୋଳୁଛନ୍ତି।