
ଭୁବନେଶ୍ୱର ଜନତା ମୈଦାନରେ ତୋସାଳି କ୍ରାଫ୍ଟ ମେଳାରେ ବଲିଉଡ଼ ଗାୟକ ସୁରେଶ ୱାଡେକରଙ୍କ ସଂଗୀତ ପରିବେଷଣ
ଜିକେସିଏମ ଓଡିଶୀ ଅନୁସନ୍ଧାନ କେନ୍ଦ୍ର ଅଡିଟୋରିୟମରେ ବିଶ୍ୱ ଓଡିଶୀ ଉତ୍ସବରେ ଆୟୋଜିତ ଓଡିଶୀ ନୃତ୍ୟ
କମିଶନରେଟ ପୋଲିସ ପକ୍ଷରୁ ବସ୍ତିକୁ ଚାଲ ଅଭିଯାନରେ ସାଲିଆ ସାହି ହାତୀଆ ଶୁଣି ନଗର ବସ୍ତିରେ ମାଗଣା ସ୍ୱାସ୍ଥ୍ୟ ଶିବିରକୁ କମିଶନରେଟ ପୋଲିସ ଏସକେ ପ୍ରିୟଦର୍ଶୀ ଉଦଘାଟନ କରୁଛନ୍ତି, ଲୋକମାନେ ସ୍ୱାସ୍ଥ୍ୟକୁ ପରୀକ୍ଷା କରୁଛନ୍ତି