ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୩, ୨୦୨୩ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ କାର୍ଯ୍ୟକ୍ରମ

 

 

ନୂତନ ଭାବେ ସଜେଇ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

 

 

ଖ୍ରୀଷ୍ଟମାସ ଉପଲକ୍ଷେ ଭୁବନେଶ୍ୱର ୟୁନିଟ୍ ୪ ସତ୍ୟ ନଗର ଚର୍ଚ୍ଚକୁ ଆଲୋକରେ ସଜାଯାଇଛି

 

 

କଟକ କନିକା ଛକ ସ୍ଥିତ କଟକ ଚଣ୍ଡୀ ଖ୍ରୀଷ୍ଟିଆନ୍ ସମାଜ ଚର୍ଚ୍ଚ

 

 

ବଡ଼ଦିନ ଅବସରରେ ମିଶନ ରୋଡରେ ଖୋଲିଥିବା ଷ୍ଟଲରେ ସାଣ୍ଟାକ୍ଲଜ୍ ଦେଖୁଥିବା ଯୁବତୀମାନେ