ଓଡ଼ିଶା: ଆଜିର ଫଟୋ ( ୮ ଜୁଲାଇ, ୨୦୨୪ )

ରାଜଧାନୀ ଭୁବନେଶ୍ୱରର ଡୁମୁଡୁମା ୧୬ ନ ଜାତୀୟ ରାଜପଥରେ ଗାତ

ସିଡିଏ ସେକଟର ୬ ମାର୍କେଟ କଂପ୍ଲେକ୍ସ ମୁଖ୍ୟ ରାସ୍ତା ବୁଲା ଗୋରୁ ଙ୍କ ଆଶ୍ରୟ ସ୍ଥଳ ପାଲଟିଛି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦୟଗିରି ପରିଭ୍ରମଣ କରୁଛନ୍ତି

ଭୁବନେଶ୍ୱର ରାଜଧାନୀର ଏଜି ଛକରେ ପ୍ରବଳ ବର୍ଷା