ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…

ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା ନେତାଙ୍କୁ ଦଳ ଏଠାରେ ଲଢ଼ିବାକୁ ବାଛିଛନ୍ତି। ଏହି ନିର୍ବାଚନରେ ହାଇ ଭୋଲ୍ଟେଜ୍‌ ଲଢ଼େଇ ଦେଖିବାକୁ ମିଳିବା ଆଶା ଥିବା ବେଳେ କିଛି କିଭଳି ରହିଛି ଭୋଟର୍‌ଙ୍କ ଆଭିମୁଖ୍ୟ।

Share