ବର୍ଷ ୨୦୨୦ କରୋନା ଯୋଗୁ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ନିଯୁକ୍ତି ଏବଂ ଅର୍ଥନୀତିକୁ ପ୍ରଭାବିତ କରିଛି। ସେହି ପରିସ୍ଥିତିରୁ ବାହାରି ରାଜ୍ୟର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଦୃଢ଼ ସହଭାଗିତା ଦେଇ ବିକାଶର ଧାରାକୁ ପୁନର୍ବାର ଆରମ୍ଭ କରିବାରେ ଓଡ଼ିଶାର ଯେଉଁ ଘରୋଇ ଉଦ୍ୟୋଗୀମାନେ ଆଗରେ ରହିଛନ୍ତି, ସେମାନଙ୍କୁ ନେଇ ପ୍ରସ୍ତୁତ ହୋଇଛି ବିଜ୍ନେସ୍ ପାଓ୍ବାର ଲିଷ୍ଟ। ଏହି ତାଲିକା କ୍ରମାଙ୍କ ଅନୁସାରେ ପ୍ରସ୍ତୁତ କରାଯାଇନାହିଁ।