Categories: Video

Ollywood princess Sivani’s first salary | ପ୍ରଥମ ରୋଜଗାରରେ କ’ଣ କରିଥିଲେ ଶିବାନୀ

In a fun filled chat with Ollywood princess, Sivani Sangita, DharitriLive gives a sneak peak into her likes and dislikes apart from movies. Is she your favourite? Do watch the video to know more about the starlet, who has established herself as one of the most sought after actress in a short span of time.

‘ଉତ୍ତରଦାୟୀ’ରେ ଶିବାନୀଙ୍କୁ ଆମେ ଶିଶୁ କଳାକାର ଭାବେ ଦେଖିଥିଲେ । ଏହାପରେ ସେ ଅନେକ ଫିଲ୍ମରେ କାମ କରିଥିଲେ କିନ୍ତୁ ସିଷ୍ଟର ଶ୍ରୀଦେବୀରେ ତାଙ୍କୁ ପ୍ରଥମେ ଲିଡ୍ କ୍ୟାରେକ୍ଟରରେ ଦେଖିବାକୁ ମିଳିଥିଲା । ପାଠପଢା, ଅଭିନୟ ଛଡା ଆଉ କଣ କରିବାକୁ ଭଲପାଆନ୍ତି ଶିବାନୀ ଆସନ୍ତୁ ଦେଖିବା ଏହି ଭିଡିଓରେ …