Categories: ଜାତୀୟ

ଦିଲ୍ଲୀ ମେଟ୍ରୋ  ଟ୍ରେନ୍‌ରେ  ଚୁଟି ଘୋଷଡ଼ା ଘୋଷଡ଼ି ହୋଇ  ମରାମରି  ହେଲେ ମହିଳା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ଦିଲ୍ଲୀ ମେଟ୍ରୋ  ଟ୍ରେନ୍‌ କିଛିନା କିଛି ଘଟଣାକୁ  ନେଇ ଚର୍ଚ୍ଚାରେ ରହିଥାଏ।  ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ୩ ଜଣ ମହିଳା ନିଜ ନିଜ ଭିତରେ   ଚୁଟି ଘୋଷଡ଼ା ଘୋଷଡ଼ି ହୋଇ ମାରପିଟ୍‌ କରୁଛନ୍ତି।
ଭିଡିଓରେ ୩ ଜଣ ବହୁତ ଖରାପ ଭାବରେ  ଚୁଟି  ଟଣାଟଣି ହୋଇ ମାରପିଟ  କରୁଛନ୍ତି। ଆଖପାଖରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏହି ଭିଡିଓ ବର୍ତ୍ତମାନ   ଭାଇରାଲ  ହେଉଛି।  ତେବେ ଏହି ଘଟଣା କାହିଁକି ଘଟିଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।
ଏଥିରେ ପ୍ରାୟ ସମସ୍ତ  ୟୁଜର୍ସ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, ସମସ୍ତଙ୍କୁ  ଆରାମ ଦିଅ, ଶାମ୍ପୁର ଗୁଣ ଯାଞ୍ଚ କରାଯାଇଛି।

 

Share