Categories: ଜାତୀୟ

ଜୁଲାଇ ୨୯ରେ ଉତ୍ତର ପୂର୍ବାଞ୍ଚଳର ବାଚସ୍ପତିମାନଙ୍କର ବୈଠକକୁ ସମ୍ବୋଧିତ କରିବେ ଓମ ବିର୍ଲା…

ନୂଆଦିଲ୍ଲୀ,୨୭।୭ : ଲୋକସଭା ବାଚସ୍ପତି ଓମ ର୍ବିଲା ଜୁଲାଇ ୨୯ ରେ ଉତ୍ତର ପୂର୍ବାଞ୍ଚଳର ବାଚସ୍ପତିମାନଙ୍କର ବୈଠକକୁ ସମ୍ବୋଧିତ କରିବେ।
ଶନିବାର ଶିଲଂରେ ଆଠଟି ଉତ୍ତର-ପୂର୍ବ ରାଜ୍ୟର ବିଧାନସଭାର ବାଚସ୍ପତିଙ୍କ ଏକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ର୍ବିଲା ସମ୍ବୋଧିତ କରିବେ ବୋଲି ସରକାରଙ୍କ ପକ୍ଷରୁୂ ସୂଚନା ପ୍ରଦାନ କରାଯାଇଛି।

ଜୁଲାଇ ୨୯ ରୁ ଅରୁଣାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ପାସଙ୍ଗ ଡି ସୋନାଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ଆଲୋଚନାଚକ୍ର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ତଥା ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବା ପାଇଁ ବିଚାରବିମର୍ଶ କରିବେ ବୋଲି ଜଣେ ଅଧିକାରୀ କହିଛନ୍ତି।

Share