ପ୍ରଭାସଙ୍କ ସାଲାର…

ମୁମ୍ବାଇ :  ପ୍ରଭାସଙ୍କ ଆକ୍ସନ ଫିଲ୍ମ ସାଲାର ଶୁଭମୁକ୍ତି ହେବାକୁ ଯାଉଛି। ଫିଲ୍ମର ଷ୍ଟାର କାଷ୍ଟରେ ପ୍ରଭାସ, ଶ୍ରୁତି ହାସନ ଅଛନ୍ତି। ଏହାର ନିର୍ଦ୍ଦେଶନା ପ୍ରଶାନ୍ତ ନୀଲ ଦେଇଛନ୍ତି। ଏହାର ସ୍କ୍ରିପ୍ଟ ପ୍ରଶାନ୍ତ ନୀଲ ଲେଖିଛନ୍ତି।
ପ୍ରଭାସ ଏକ ଗ୍ୟାଙ୍ଗ ନେତା।

ସେ ଅନ୍ୟ ଅପରାଧୀ ଗ୍ୟାଙ୍ଗର ନେଇ ଜଣେ ବନ୍ଧୁଙ୍କୁ ତାଙ୍କ ମୃତ୍ୟୁ ସମୟରେ ଗ୍ୟାଙ୍ଗର ଦାୟିତ୍ୱ ନେବାକୁ ପ୍ରତିଶୃତି ଦେଇଛନ୍ତି। ସେ କିଭଳି ଗ୍ୟାଙ୍ଗର ଦାୟିତ୍ୱ ନେଉଛନ୍ତି ତାହା ଫିଲ୍ମରେ ଦର୍ଶାଯାଇଛି।

ଏହା ଏକ ସତ୍ୟ କାହାଣୀ ଉପରେ ଆଧାରିତ। ଇଂଲଣ୍ଡର ଲିସେଷ୍ଟରର ଦୁଇ ମୁସଲମାନ ଯୁବକଙ୍କ ଏହା ପ୍ରକୃତ କାହାଣୀ। ସେମାନେ ସିରିଆରେ ଆଇଏସଆଇଏସରେ ଯୋଗଦେବାକୁ ଚେଷ୍ଟା କରିଥିଲେ ଏବଂ ଆତଙ୍କବାଦୀ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

Share