Categories: ଖେଳ

ଦିନିକିଆ ବିଶ୍ୱକପ: ୭ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ପାକ୍‌, ଜାଣନ୍ତୁ କାହାର କେତେଥର ବିଜୟ

ଆଇସିସି ବିଶ୍ୱକପ୍ର ୧୨ତମ ମୁକାବିଲାରେ  ଆଉ ଟିକେ ପରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ମୋଟ ୧ ଲକ୍ଷ ୩୨ ହଜାର ଦର୍ଶକ ପାଇଁ ଉଦ୍ଦିଷ୍ଟ ଏହି ଷ୍ଟାଡିୟମରେ  କ୍ରିକେଟ୍‌ ପ୍ରେମୀଙ୍କ ଭିଡି ଦେଖିବାକୁ ମିଳିଛି।
ତେବେ ଦିନିକିଆ ଶ୍ୱକପ ଇତିହାସ ଦେଖିଲେ, ତାହା ଭାରତ ସପକ୍ଷରେ ରହିଛି। ଭାରତ-ପାକିସ୍ତାନ ଟିମ ଦିନିକିଆ ବିଶ୍ୱକପ  ଟୁର୍ନାମେଣ୍ଟରେ ୭ ଥର ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ଭାରତୀୟ ଟିମ୍‌ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି। ପାକିସ୍ତାନ ଟିମ୍‌ ଏବେ ଯାଏ ବିଶ୍ୱକପରେ ଭାରତ ବିପକ୍ଷରେ ଗୋଟିଏ ମଧ୍ୟ ହେଲେ ମ୍ୟାଚରେ  ବିଜୟୀ ହୋଇନାହିଁ।
Share