ଲକ୍ଷେ ଟଙ୍କା ନହେଲେ ବସ୍ ଚାଲିବନି । ସରକାରଙ୍କ ନିକଟରେ ଆମେ ଦାବି ରଖିବୁ । ଦାବି ନମାନିଲେ ବସ୍ ଗୁଡିକ ଖତ ହେବ । ବସ୍କୁ ରାସ୍ତାରେ ଚଳାଇବା ପାଇଁ ଲକ୍ଷାଧିକ ଟଙ୍କା ଦରକାର । ସରକାର ବସ୍ ପ୍ରତି ୧ ଲକ୍ଷ ଟଙ୍କା ଲେଖାଏଁ ଲୋନରେ ଦିଅନ୍ତୁ । ଇଏମଆଇ ଗୁଡିକର ଅବଧି ବଢାଇ ଦିଆଯାଉ । ଫାଇନାନ୍ସ କମ୍ପାନୀ ଗୁଡିକ ହଇରାଣ କରୁଛନ୍ତି …