Categories: ଜାତୀୟ

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନକୁ ନେଇ କେନ୍ଦ୍ରର ବଡ ପଦକ୍ଷେପ, ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ

ନୂଆଦିଲ୍ଲୀ,୧।୯: କେନ୍ଦ୍ର ସରକାର ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏରିଛ କମିଟି ଗଠନ କରିଛନ୍ତି। ଏହି କମିଟି ଆଇନର ସମସ୍ତ ଦିଗ ଉପରେ ବିଚାର କରିବ ଏବଂ ଲୋକଙ୍କ ମତାମତ ଗ୍ରହଣ କରିବ।
ତେବେ ପ୍ୟାନେଲରେ ଆଉ କିଏ ସାମିଲ ହେବେ ସେନେଇ ଏପର୍ଯ୍ୟନ୍ତ ସୂଚନା ପ୍ରକାଶ କରାଯାଇ ନାହିଁ।

Share