Categories: Video

One nation one language not possible in India । ୱାନ୍ ନେସନ ୱାନ୍ ଲାଙ୍ଗୁଏଜ ଭାରତବର୍ଷରେ ସମ୍ଭବ ନୁହଁ

The Union government is mulling introduction of ‘One nation, one language’ concept in the country. Here is what state School and Mass Education Minister Hon’ble Sri Samir Ranjan Dash has to say about it.

କେନ୍ଦ୍ର ସରକାର ଭାରତବର୍ଷରେ ୱାନ୍ ନେସନ ୱାନ୍ ଲାଙ୍ଗୁଏଜ ଲାଗୁ କରିବା ନେଇ ଚିନ୍ତା କରୁଛନ୍ତି । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମିର ରଞ୍ଜନ ଦାଶ କ’ଣ କହୁଛନ୍ତି ଆସନ୍ତୁ ଶୁଣିବା ।