ଫିଟ୍‌ ହେଲା ଗୋଟିଏ ଟ୍ରାକ୍‌

ଭୁବନେଶ୍ୱର/ନୂଆଦିଲ୍ଲୀ,୪ା୬: ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ହୋଇଥିବା ଭୟାନକ ଟ୍ରେନ୍‌ ଦୁର୍ଘଟଣାର ସ୍ଥିତି ସଜାଡ଼ିବାରେ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି। ତେବେ ରବିବାର ଗୋଟିଏ ଟ୍ରାକ୍‌ ଫିଟ୍‌ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ବାହାନଗା ଷ୍ଟେଶନର ଡାଉନ୍‌ ଲାଇନ୍‌ ରେଳ ଚଳାଚଳ ପାଇଁ ସଜଡ଼ା ଯାଇଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ବିମାନବନ୍ଦରରୁ ୯.୫୨ କୋଟିର ମାରିଜୁଆନା ଜବତ

ଭୁବନେଶ୍ୱର,୬।୧: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୯.୫୨ କୋଟିର ମାରିଜୁଆନା ଜବତ ହୋଇଛି। ମାରିଜୁଆନା ଆଣିଥିବା ୨ ମହିଳା ଯାତ୍ରୀ ଗିରଫ କରିଛି ଭୁବନେଶ୍ବର କଷ୍ଟମ କମିଶନରେଟ।...

ଓଡ଼ିଶାରେ ୪୪ ହଜାର ୭୯୩ କୋଟି ଟଙ୍କା ଟଙ୍କାର ନିବେଶକୁ ଗ୍ରୀନ ସିଗନାଲ ଦେଲେ ସରକାର

ଭୁବନେଶ୍ୱର,୬।୧: ରାଜ୍ୟରେ ନିବେଶ ବଢାଇବା ଲାଗି ସରକାର ଜୋରଦାର ଉଦ୍ୟମ କରୁଥିବା ବେଳେ ସୋମବାର ସରକାର ୪୪ ହଜାର ୭୯୩ କୋଟି ଟଙ୍କାର ପୁଞ୍ଜି ନିବେଶକୁ...

ଜୟପୁରରେ ହେବ OPSC ପରୀକ୍ଷା ଜୋନ୍‌

କଟକ,୬।୧: ଜୟପୁରରେ ହେବ OPSCର ନୂଆ ପରୀକ୍ଷା ଜୋନ୍‌। ଲିଖିତ ପରୀକ୍ଷା ପାଇଁ ଜୟପୁରରେ ହେବ ନୂଆ ଜୋନ୍‌ କରାଯିବ। ନୂଆ ପରୀକ୍ଷା ଜୋନ୍ କରାଯିବା...

ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ

ମଥୁରାନଗରୀ,୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିରେ ଗତ ୨୦୧୮ ମସିହାରେ ସଂଘଟିତ ଏକ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ବର୍ତ୍ତମାନର...

ନାବାଳିକା ଝିଅଙ୍କୁ ବଳାତ୍କାର, ଅଭିଯୁକ୍ତ ବାପାଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର,୬ା୧(ସୂର୍ଯ୍ୟକାନ୍ତ ବେହେରା): ନାବାଳିକା ଝିଅଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ବାପାଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ ତଥା ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ (ପୋକ୍ସୋ-୧)...

ଭାରତ ବିରୋଧରେ ଅଭିଯୋଗ ହେଲା କାଳ, ବିଦାୟ ବାଟରେ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକଦା ଲିବେରଲା ପାର୍ଟିର ଭବିଷ୍ୟତ ଉଜ୍ଜଳ କରିବେ ବୋଲି ଆଶା କରାଯାଉଥିଲା ବେଳେ ନିଜ ଦଳ ମଧ୍ୟରେ ବିବାଦୀୟ...

ଭାରତକୁ ପୂର୍ଣ୍ଣ ବେସାମରିକ ଆଣବିକ ସହଯୋଗ ଦେବ ଆମେରିକା

ନୂଆଦିଲ୍ଲୀ,୬।୧ : ଭାରତକୁ ଆମେରିକା ବେସାମରିକ ଆଣବିକ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ଯୋଗାଇଦେବ। ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା...

ବିମାନ ଚଳାଚଳ ହବ୍ ପାଲଟିବ ଓଡ଼ିଶା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୬ା୧: ରାଜ୍ୟକୁ ଭାରତରେ ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବରେ ରାଜ୍ୟ ପ୍ରତିଷ୍ଠା ଦିଗରେ ଓଡିଶା ସରକାର ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ବାଣିଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri