୪ ଗ୍ରାମବାସୀଙ୍କୁ ଅପହରଣ କରି ଜଣଙ୍କୁ ପିଟିପିଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି,୧୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାର କେସ୍ତାବାରମ ଥାନା ଅନ୍ତର୍ଗତ ସାକ୍ଲେର ଗ୍ରାମର ୪ ଗ୍ରାମବାସୀଙ୍କୁ ମାଓବାଦୀମାନେ ଦୁଇଦିନ ପୂର୍ବେ ଅପହରଣ କରିଥିଲେ। ଅପହରଣ କରିବା ପରେ ସାକ୍ଲେର ନିକଟ ଜଙ୍ଗଲରେ ପ୍ରଜାମେଳି କରି ସେହି ୪ଙ୍କୁ ମାଡ଼ ମାରିବା ସହ ଜଣକୁ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି। ଅନ୍ୟ ୩ ଜଣଙ୍କ ଖୋଜ ଖବର ମିଳିପାରି ନାହିଁ।

Share