ଆଜି ଓଡିଶାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟକୁ ବର୍ଷେ ପୁରିଲା । ଗତ ବର୍ଷ ଠିକ୍ ଆଜିର ଦିନରେ ଚିହ୍ନଟ ହୋଇଥିଲେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ । ରାଜ୍ୟରେ ପ୍ରଥମେ ଭୂତାଣୁ ଚିହ୍ନଟକୁ ଆଜି ବର୍ଷେ ପୁରିଛି । ପ୍ରଥମ ଚିହ୍ନଟ ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହୋଇଥିଲେ ।