Categories: ଫୁରସତ

ଭାରତର ଏକମାତ୍ର ଭାଷା ଯାହାକୁ ଓଲଟାଇଲେ ଯେମିତି- ସିଧାରେ ସେମିତି, କୁହନ୍ତୁ ତ ନାମ

ଭାରତ ଏଭଳି ଏକ ଦେଶ, ଯେଉଁଠାରେ ଅନେକ ଭାଷା ପ୍ରଚଳିତ ହେଉଛି। ଏହାର ସମ୍ବିଧାନରେ ୨୨ ଭାଷା ସାମିଲ ଅଛି। ଏହାଛଡ଼ା ଦେଶରେ ଅନେକ ଆଞ୍ଚଳିକ ଭାଷା ମଧ୍ୟ କୁହାଯାଉଛି। ସେଗୁଡ଼ିକମଧ୍ୟରୁ ଏଭଳି ଏକ ଭାଷା ରହିଛି ଯାହାକୁ ଓଲଟା ଦେଖିଲେ ଯେପରି ସିଧା ଦେଖିଲେ ମଧ୍ୟ ସେଭଳି। ଏପରିକି ସେଭଳି ଢ଼ଙ୍ଗରେ ପଢ଼ିଲେ ମଧ୍ୟ ସମାନ ନାମ ଉଚ୍ଚାରଣ ହୋଇଥାଏ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଏହି ଭାଷାର ନାମ ହେଉଛି ‘ମଲୟାଲମ’। ମଲୟାଲମ ଭାଷାକୁ ଯେକେହି ଓଲଟା-ସିଧା କରି ପଢ଼ିଲେ ଏବଂ ଲେଖିଲେ କିଛି ଫରକ ନଜର ଆସି ନ ଥାଏ। କେରଳରେ ଏହି ଭାଷା କୁହାଯାଇଥାଏ।

Share