Categories: ଜାତୀୟ

ରାଜ୍ୟପାଳଙ୍କୁ ଭେଟିବା ପାଇଁ ଇମ୍ଫାଲର ରାଜଭବନରେ ପହଞ୍ଚିଲେ ଇଣ୍ଡିଆ ଟିମ୍‌

ଇମ୍ଫାଲ,୩୦।୭: ମଣିପୁର ହିଂସାର ତଦନ୍ତ ପାଇଁ ଇଣ୍ଡିଆ ଟିମ୍‌ ମଣିପୁର ଗସ୍ତରେ ଅଛନ୍ତି। ତେବେ ସେମାନେ ରବିବାର ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିବା ଲାଗି ଇମ୍ଫାଲର ରାଜଭବନରେ ପହଞ୍ଚିଛନ୍ତି। ଏହି ସମୟରେ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ସାମ୍ବାଦିକମାନଙ୍କ ସହ କଥା ହୋଇଛନ୍ତି। ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି, ମଣିପୁରରେ ହୋଇଥିବା ହିଂସାକୁ ଅଣଦେଖା କରାଯାଇଛି।

Share