Categories: ଜାତୀୟ

ପାଟନାରେ ପହଞ୍ଚିଲେ ରାହୁଲ, ଖାର୍ଗେ, ଶରଦ ପାୱାର, ଆଉ କିଛି ସମୟ ପରେ ବୈଠକ

ପାଟନା,୨୩।୬: ବିହାରର ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୟରେ ଆଉ କିଛି ସମୟ ପରେ ବିରୋଧୀ ଦଳ ବୈଠକ ଆରମ୍ଭ ହେବ। ବୈଠକରେ ସାମିଲ ହେବା ପାଇଁ ବିରୋଧୀ ଦଳର ନେତାମାନେ ଲଗାତାର ପାଟନା ବିମାନବନ୍ଦରରେ ପହଞ୍ଚୁଛନ୍ତି। ଓମାର ଅବଦୁଲ୍ଲା, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେଙ୍କ ପରେ ବର୍ତ୍ତମାନ ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ପାଟନାରେ ପହଞ୍ଚିଛନ୍ତି।

Share