Categories: ଜାତୀୟ

୨୦୨୪ରେ ପୁଣି କ୍ଷମତାକୁ ଫେରିବ ଭାଜପା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ମନ୍ତବ୍ୟ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୨୪ ରେ ପୁଣି କ୍ଷମତାକୁ ଭାଜପା ଫେରିବ। ୨୦୧୮ରେ ବି ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, ତାହା ସେମାନଙ୍କର ଫ୍ଲୋରଟେଷ୍ଟ ଥିଲା। ମୁଁ ଆପଣଙ୍କୁ ୫ ବର୍ଷ ସମୟ ଦେଲି ତଥାପି ଆପଣ ପ୍ରସ୍ତୁତ ହୋଇପାରିଲେ ନାହିଁ। ସବୁବେଳେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ ହୋଇଛି।

Share