ଓଡ଼ିଆ ଭାଷାରେ ଓଡ଼ିଆ ଶାସନ ହେବ। ଏଥିସହ ଆଇନ ଉଲଘଂନକାରୀଙ୍କୁ ଦଣ୍ଡ ବିଧାନ ହେବା ନେଇ ରାଜ୍ୟ ସରକାର ଆଇନ ପରିତ କରିଛନ୍ତି। ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଇ ହିନ୍ଦୀରେ ସଚେତନତା ବାର୍ତା ଦିଆଯାଉଛି। ଯାହାକୁ ବୁଦ୍ଧିଜୀବି ମହଲରେ ନିନ୍ଦା କରିବା ସହ ନିୟମକୁ କଡାକଡି କରିବା ନେଇ ଦାବି ହେଉଛି। ଦେଖନ୍ତୁ ଧରିତ୍ରୀ ଲାଇଭର ସ୍ୱତନ୍ତ୍ର ରିପୋର୍ଟ।